ଦରୋବସ୍ତ
ଦରୋବସ୍ତ
ଉଚ୍ଚାରଣ
ସମ୍ପାଦନାଦରବସ୍ତ, ଦୂରବସ୍ତ, ଦୋରବସ୍ତ, ଦୋରୋବସ୍ତଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଦର୍ଓବସ୍ତ୍)
ସମ୍ପାଦନାସମ୍ପୂର୍ଣ୍ଣ; ସମଗ୍ର —Whole; entire.
ସର୍ବନାମ
ସମ୍ପାଦନାସମସ୍ତ, ସବୁ —All
କ୍ରି.ବିଶେଷଣ -
ସମ୍ପାଦନାସମ୍ପୂର୍ଣ୍ଣରୂପେ — Completely; fully; entirely.