ଦରୋବସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦରବସ୍ତ, ଦୂରବସ୍ତ, ଦୋରବସ୍ତ, ଦୋରୋବସ୍ତଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଦର୍ଓବସ୍ତ୍) ସମ୍ପାଦନା

ସମ୍ପୂର୍ଣ୍ଣ; ସମଗ୍ର —Whole; entire.

ସର୍ବନାମ ସମ୍ପାଦନା

ସମସ୍ତ, ସବୁ —All

କ୍ରି.ବିଶେଷଣ - ସମ୍ପାଦନା

ସମ୍ପୂର୍ଣ୍ଣରୂପେ — Completely; fully; entirely.