ଦରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଦରିୟା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ଇୟା) ସମ୍ପାଦନା

୧. ସାଗର, ସମୁଦ୍ର — ୧. Ocean; sea.
୨. ସମୁଦ୍ର ପରି ବିସ୍ତୃତ ଜଳଭାଗ —୨. A wide expanse of water like the ocean.
୩. ବଡ଼ ଚଉଡ଼ା ନଈ — ୩. A broad river.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଖାଇ; କେନାଲ୍ —Canal; moat.