ଦରିଆ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଦରିୟା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ଇୟା)

ସମ୍ପାଦନା
୧. ସାଗର, ସମୁଦ୍ର — ୧. Ocean; sea.
୨. ସମୁଦ୍ର ପରି ବିସ୍ତୃତ ଜଳଭାଗ —୨. A wide expanse of water like the ocean.
୩. ବଡ଼ ଚଉଡ଼ା ନଈ — ୩. A broad river.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

ସମ୍ପାଦନା

ଖାଇ; କେନାଲ୍ —Canal; moat.