ଦରହାମ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଦରହମ୍; ଫାରାସୀ - ଦରମ୍)

ସମ୍ପାଦନା

ପାରସ୍ୟ, ଆରବ ଆଦି ଦେଶପ୍ରଚଳିତ ରୌପ୍ୟମୁଦ୍ରାବିଶେଷ — A silver coin used in Persia and Arabia; dirhem; dirham.