ଦରବେଶ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ବେଜ୍; ଇଂ ଡରଭୀଷ; ଫା ଦରବେଜା=ଭିକ୍ଷାବୃତ୍ତି; ଫାରାସୀ - ଦର୍=ଦ୍ୱାର+ଆବେଜ୍= ଝୁଲାଇବା; ଯାହାପାଇଁ ଗୃହସ୍ଥ ନିଜଦ୍ୱାରରେ କିଛି ଭିକ୍ଷାଦ୍ରବ୍ୟ ଝୁଲାଇ ରଖିଥାଏ)

ସମ୍ପାଦନା
୧. ମୁସଲମାନ୍ ଭିକ୍ଷୁକ — ୧. A Mahommedan beggar.

୨ : ଫକୀର; ମୁସଲମାନ ସାଧୁ —୨. A Muslim mendicant; a dervish.