ଦରପୋଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅଧେ ପୋଡ଼ି ଯାଇଥିବା — ୧. Half-burnt.


(ଦରପଡ଼ା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ମତେ ଯେତେ ମାଠିବୁ ମାଠ; ମୁ ସେହି ଦରପୋଡ଼ା କାଠ ଢଗ

=== ପ୍ରାଦେଶିକ - (ଯାଜପୁର)

ଖଟ୍ଟା; ଅମ୍ଳ ସ୍ୱାଦବିଶିଷ୍ଟ —Having an acid taste; sour.