ଦରଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦରବାଜା, ଦରୋଜା, ଦରୁଜା, ଦରୁଆଜା ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦରବାଜା) ସମ୍ପାଦନା

୧.ଦ୍ୱାରା —୧. Door.
୨. ଫାଟକ —୨. Gate; portal.

[ଦ୍ରଷ୍ଟବ୍ୟ —ସଦର ଦରଜା= ଗୃହର ପ୍ରଧାନ ଦ୍ୱାର; ଦାଣ୍ଡଦ୍ୱାର]

୩. (ଫାରାସୀ - ଦର୍ଜା) ଶ୍ରେଣୀ; କୋଟି; ବର୍ଗ — ୩. Class.