ଦରଜବନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଦର୍ଦମନ୍ଦ୍) ସମ୍ପାଦନା

୧. ଦୟାଳୁ; ପରଦୁଃଖକାତର — ୧. Compassionate; kind-hearted.
୨. ପୀଡ଼ିତ; ଦୁଃଖୀ —୨. Afflicted.