ଦରଖାସ୍ତ ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ) ସମ୍ପାଦନା

୧. କୌଣସି ବିଷୟରେ ନିବେଦନ ପତ୍ର ହାକିମଙ୍କ ନିକଟରେ ଦିଆଯିବା —୧. The filing of a petition.
୨. ହାକିମଙ୍କ ନିକଟରେ ଦିଆଯାଇଥିବା ଦରଖାସ୍ତର ବିଷୟ ହାକିମଙ୍କଦ୍ୱାରା ଆଲୋଚିତ ହେବା —୨. The coming up of a petition for cosideration.