ଦରଖାସ୍ତକାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦରଖାସ୍ତକାରୀ—ଅନ୍ୟରୂପ)

(ଦରଖାସ୍ତକାରିଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (କଚିରିଆ) (ଫାରାସୀ - ଦର୍ଖୁଆସ୍ତ୍+ ସଂସ୍କୃତ - କାରୀ) ସମ୍ପାଦନା

୧. ଆବେଦନକାରୀ —୧. Petitioner.
୨. ମୁଦେଇ —୨. Complainant.
୩. ବାଦୀ —୩. Plaintiff.