ଦରଖାସ୍ତ
ଦରଖାସ୍ତ
ଉଚ୍ଚାରଣ
ସମ୍ପାଦନାଦରଖାସ୍, ଦର୍ଖାସ୍ତ, ଦର୍ଖାସ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦର୍ଖୁଆସ୍ତ୍)
ସମ୍ପାଦନା- ୧. ନିବେଦନ ପତ୍ର; ଆବେଦନ ପତ୍ର — ୧. Petition; application.
- ୨. ନିବେଦନ; ପ୍ରାର୍ଥନା — ୨. Representation; prayer.
- ୩. ଅନୁରୋଧ —୩. Request.
- ୪. କୌଣସି ବ୍ୟକ୍ତି ବିରୁଦ୍ଧରେ ଲିଖିତ ଅଭିଯୋଗ — ୪. A written complaint.