ଦରଖାସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦରଖାସ୍, ଦର୍ଖାସ୍ତ, ଦର୍ଖାସ୍ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦର୍ଖୁଆସ୍ତ୍) ସମ୍ପାଦନା

୧. ନିବେଦନ ପତ୍ର; ଆବେଦନ ପତ୍ର — ୧. Petition; application.
୨. ନିବେଦନ; ପ୍ରାର୍ଥନା — ୨. Representation; prayer.
୩. ଅନୁରୋଧ —୩. Request.
୪. କୌଣସି ବ୍ୟକ୍ତି ବିରୁଦ୍ଧରେ ଲିଖିତ ଅଭିଯୋଗ — ୪. A written complaint.