ଦମ୍ପତି
ଦମ୍ପତି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜାୟା+ପତି; ଦ୍ୱନ୍ଦ୍ୱ ସମାସ; ନିପାତନସିଦ୍ଧି; ଅନ୍ୟରୂପ ଜମ୍ପତି ଓ ଜାୟାପତି)
ସମ୍ପାଦନା- ୧. ପତି ପତ୍ନୀ; ଜାୟାପତି; ବିବାହିୟ ସ୍ୱାମୀସ୍ତ୍ରୀ; ସ୍ତ୍ରୀ ଓ ପୁରୁଷ — ୧. A married couple; husband and wife.
- ୨. ଜୀବଙ୍କର ଏକ ଯୋଡ଼; ଅଣ୍ଡିରା ମାଈ ହୁହେଁ — ୨. A couple of animals; one make and its companion female animal.
ଦେଶଜ - ବିଶେଷଣ -
ସମ୍ପାଦନାସ୍ୱାମୀସ୍ତ୍ରୀ ଭାବରେ ମିଳିତ — Associated as husband and wife.
ଦିଅନ୍ତି ପତି ସ୍ୱର୍ଗ ସମ୍ପତ୍ତି ହୋଇ ଦମ୍ପତ୍ତି ମୋରେ ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି
[ଦ୍ରଷ୍ଟବ୍ୟ —ସଂସ୍କୃତରେ ଏ ଶବ୍ଦର ଦ୍ୱିବଚନାନ୍ତରୂପ ଦମ୍ପତୀ ବ୍ୟବହୃତ]