ଦମା କାଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ଦମାହ୍; ଫାରାସୀ - ଦମ୍=ଶ୍ୱାସ+ ସଂସ୍କୃତ - କାଶ) ସମ୍ପାଦନା

୧. ଏକପ୍ରକାର କାଶ, ଯେଉଁଥିରେ ସମୟ ସମୟରେ କାଶର ହପ୍ପା ଉଠେ ଓ ରୋଗୀ କାଶି କାଶି ଲୋତରାକୋତରା ହୋଇଯାଏ — ୧. Convulsionary cough; whooping cough.
୨. ଶ୍ୱାସରୋଗ —୨. Asthma.