ଦମାଲୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦମା; ଦମାମା;, ଦମାମି; ଦମାଳି—ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - [ଫାରାସୀ - ଦମାମାହ୍; ତୁଳନା - ଅର୍ବାଚୀନ ସଂସ୍କୃତ - ଦର୍ମମ— (ଶବ୍ଦ କଳ୍ପଦ୍ରୁମ); କିମ୍ୱା ଦମ୍ ଦମ୍ ଶବ୍ଦଅନୁକରଣ କିମ୍ୱା ସଂସ୍କୃତ - ଦମ=ଦଣ୍ଡ; କାଠି ପିଟା ଯିବାରୁ]

ଏକପ୍ରକାର ବଡ଼ ନାଗରା — A kind of big kettle-drum.

[ଦ୍ରଷ୍ଟବ୍ୟ —ଏହା କାଠର ପ୍ରାୟ ହୁଇ ହାତ ବ୍ୟାସ ବିଶିଷ୍ଟ ବଡ଼ ହାଣ୍ଡିରେ ତିଆରି ବାଦ୍ୟ ଏହାର ମୁହଁରେ ଚମଡ଼ା ବନ୍ଧା ହୋଇ ଚମଡ଼ାର ମଝିରେ କିରଣ ବୋଳାଯାଇ ଥାଏ; ଏହାକୁ ଦୁଇ ଖଣ୍ଡି କାଠିରେ ଜଣେ ମନୁଷ୍ୟ ଦୁଇ ହାତରେ ପିଟିଲେ ଗଭୀର ଦମ୍ ଦମ୍ ଶବ୍ଦ ହୁଏ]