ଦଫା ଶେଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ) ସମ୍ପାଦନା

୧. ସର୍ବନାଶ — ୧. Ruin; anihilation.
୨. ସମ୍ପୁର୍ଣ୍ଣ ବିନାଷ; ଲୋପ — ୨. Extinction; destruction.
୩. କୌଣସି ବିଷୟରେ ଅବଶେଷ ନରହିବା; ସମାପ୍ତି — ୩. End of a thing.
୪. କର୍ମ କରିବା ଶକ୍ତିର ଲୋପ —୪. Utter exhaustion.