ଦନ୍ତ୍ୟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ଦନ୍ତ+ଯ)

ସମ୍ପାଦନା
୧. ଦନ୍ତସମ୍ୱନ୍ଧୀୟ — ୧. Dental;
୨. ଦନ୍ତଯୋଗେ ଉଚ୍ଚାରିତ (ବର୍ଣ୍ଣ) —୨. Dental; pronounced with the help of the teeth (letters)
୩. ଦନ୍ତର ଉପକାରଜନକ — ୩. Benificial to the teeth.