ଦଣ୍ଡ ସହାୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯେଉଁ ରାଜା ଅପରାଧୀର ଦଣ୍ଡ ବିଧାନରେ ବା ଦୁଷ୍ଟଦମନରେ ସହାୟତା କରନ୍ତି — A king who helps in bringing the offender to justice.