ଦଣ୍ଡ ବ୍ୟୂହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦଣ୍ଡ= ଦଣ୍ଡାକାରରେ ସଜ୍ଜିତ+ ବ୍ୟୂହ) ସମ୍ପାଦନା

କୌଶଳରେ ଦଣ୍ଡାକାରରେ ସଜ୍ଜିତ ଏକପ୍ରକାର ସୈନ୍ୟ ରଚନା —Name of a peculiar battle-array.

[ ଦ୍ର—ଏହି ବ୍ୟହର ଅଗ୍ରରେ ପ୍ରଧାନ ସେନାପତି, ମଧ୍ୟରେ ରାଜା ପଛରେ ସେନାପତି, ଦୁଇ ପାଖରେ ହସ୍ତୀ ଓ ଘୋଟକ ଏବଂ ସମସ୍ତଙ୍କ ପଛରେ ପଦାତିଗଣ ସଜ୍ଜିତ ହୋଇ ରହି ଥାଆନ୍ତି— ହିନ୍ଦୀ - ଶବ୍ଦସାଗର ]