ଦଣ୍ଡ ପାରୁଷ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍; ଦଣ୍ଡ+ ପାରୁଷ୍ୟ= କାଠିନ୍ୟ) ସମ୍ପାଦନା

୧. କଠିନ ଶାରୀରିକ ଦଣ୍ଡ — ୧. Rigorous bodily punishment.
୨. (ହିନ୍ଦୁସ୍ମୃତି) ଅଷ୍ଟାଦଶ ବିବାଦ ଅନ୍ତର୍ଗତ ବିବାଦବିଶେଷ — ୨. (Hindu law) One of the eighteeen defences or disputes.