ଦଣ୍ଡ ପାଣି
ଦଣ୍ଡ ପାଣି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦଣ୍ଡ+ପାଣି)
ସମ୍ପାଦନାଦଣ୍ଡଧର — Carrying a staff.
ବିଶେଷ୍ୟ -
ସମ୍ପାଦନା- ୧. ଯମ —୧. J̄ama.
- ୨. ଶିବାନୁଚରବିଶେଷ —୨. An attendant of Ṡiba.
- ୩. ରାଜା —୩. King.
ବଡ଼ଭୀ ଲଭି ପାତାଳେ ଲୁଚି ଲଙ୍କା ବଡ଼ଭି ପୁରକୁ ମଞ୍ଚି ଲଙ୍କା ଯେ ଦଣ୍ଡପାଣିରେ ରଚି ଭୟ ଯେମନ୍ତ ଯେ ଭଞ୍ଜ. ବୈଦେହୀଶବିଳାସ