ଦଣ୍ଡ ପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦଣ୍ଡଭାଙ୍ଗିବା, ଦଣ୍ଡସାଧିବା, ହଣ୍ଡ ପେଲିବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ବାରମ୍ୱାର ଭୂମିରେ ଦଣ୍ଡବତ୍ ପତିତ ହେବା ଓ ଉଠିବାଦ୍ୱାରା ବ୍ୟାୟାମ କରିବା — To perform a kind of athletic exercise by alternately prostrating the body and getting up horizontally.