ଦଣ୍ଡ ନୀତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦଣ୍ଡର ନୀତି=ନିୟମ ଅଛି ଯହିଁରେ) ସମ୍ପାଦନା

ରାଜନୀତି ଶାସ୍ତ୍ରବିଶେଷ; ରାଜ୍ୟଶାସନସମ୍ୱନ୍ଧୀୟ ଯାବତୀୟ ନିୟମସମ୍ୱଳିତ ନୀତିଶାସ୍ତ୍ର —Political science dealing with administration or duties of kings; science of government.