ଦଣ୍ଡ ଗ୍ରହଣ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ସନ୍ନ୍ୟାସବ୍ରତ ଅବଲମ୍ୱନ କରିବା — ୧. To resort to the anchorite's staff.
୨. ଆପଣା ଉପରେ ଦିଆଯିବା ଶାସ୍ତିକୁ ନତ— ମସ୍ତକରେ ସ୍ୱୀକାର କରିବା —୨. To acquiesce in the sentence passed on one's self.