ଦଣ୍ଡୁଆସି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡେଇସି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡବାସୀ) ସମ୍ପାଦନା

୧. ଚଉକିଦାର; ଚଉକିଆ — ୧. A watchman.

ଥୋକାଏ ହୁଅ ଦଣ୍ଡୁଆସି ହସି କହନ୍ତି ବ୍ରହ୍ମରାଶି ଜଗନ୍ନାଥ ଭାଗବତ

୨. (ସଂସ୍କୃତ - ସଦଂଶ) କମାରର ବଡ଼ ଚୂମୁଟା; କମାରର ବଡ଼ ସଣ୍ଡୁଆସୀ —୨. A pair of blacksmith's tongs; pincers.