ଦଣ୍ଡୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡିନୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦଣ୍ଡ+ଅଛି ଅର୍ଥେ. ଇନ୍; ୧ମା. ୧ବ) ସମ୍ପାଦନା

୧. ଦଣ୍ଡିମ (ଦେଖ) - ୧. Daṇḍima (See)
୨. ଚତୁର୍ଥାଶ୍ରମ; ସନ୍ୟାସୀ ଭିକ୍ଷୁ — ୨. A mendicant who has betaken to the ୪th or last stage of a Hindu's life; one who in his old age betaken to the life of an ascetic.
୩. ଜୈନକ ପ୍ରାଚୀନ ରାଜା — ୩. Name of a king of ancient India.

[ ଦ୍ର— ଏ ଉର୍ବଶୀକୁ ଘୋଟକୀ ରୂପେ ପ୍ରାପ୍ତ ହୋଇଥିଲେ ]

୪. (ନାମ) ଖ୍ରୀ: ଷଷ୍ଠ ଶତାବ୍ଦୀର ଜଣେ କବି; ଏ ସଂସ୍କୃତ କାବ୍ୟାଦର୍ଶ ଓ ଦଶକୁମାରଚରିତର ରଚୟିତା —୪. Name of a medieval Sanskrit author and annotator of India.
୫. ସୂର୍ଯ୍ୟଙ୍କ ପାର୍ଶ୍ୱଚରବିଶେଷ —୫. Name of an attandant of the Sun-Gold.
୬. ଦଣ୍ଡଧାରୀ; ଶାସନକର୍ତ୍ତା —୬. A rular; a holder of the sceptre of administration; admini-strative head of a country.

ଦେଶଜ - ବିଶେଷଣ - ସମ୍ପାଦନା

ଦଣ୍ଡିତ — Punished.

ଗାଈକି ଯେ ଦେଇଛି ସୁବର୍ଣ୍ଣରେ ମଣ୍ଡି ଚନ୍ଦ୍ର ସୂର୍ଯ୍ୟ ଥିବାରେ ନୋହେ ଯମଦଣ୍ଡୀ କୃଷ୍ନସିଂହ. ମହାଭାରତ. ବନ