ଦଣ୍ଡି ପୋହଳା
ଦଣ୍ଡି ପୋହଳା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ଦଣ୍ଡୋତ୍ପଳ, ଦଣ୍ଡପାଳକ)
ସମ୍ପାଦନା- ୧. ହ୍ରସ୍ୱବୃକ୍ଷବିଶେଷ; ବର୍ଷାୟୁ ଋଜୁ ଶାକ ବିଶେଷ —୧. Canscora Decussata.
[ ଦ୍ର—ଏହାର ନାଡ଼ ଚାରିକୋଣିଆଁ, ଏହା ପାଣି ପାଖ ବିଲରେ ଜନ୍ମେ; ଫୁଲ ଧଳା ଓ ଚତୁର୍ଦ୍ଦଳଯୁକ୍ତ; ୪ ଗୋଟି କେଶର; ଫଳ ଦ୍ୱିକୋଷ; ବୀଜକ୍ଷୁଦ୍ର ଓ ବହୁ କୋଣ; ଶୀତଦିନେ ଫଳ ପାଚେ; ବର୍ଷାଦିନେ ଫୁଲ ଫୁଟେ ]
- ୨. କାଠି ପୋହଳା ମାଛ —୨. A kind of small fish.
- ୩. ଶୃଙ୍ଗର ହାର (ଦେଖ) - ୩. Ṡṛuṅgāra hāra (See)
- ୪. (ବୈଦ୍ୟକ) (ସଂସ୍କୃତ - ଦଣ୍ଡିପ୍ରବାଳ)— ବୃକ୍ଷବିଶେଷ — ୪. A kind of tree.