ଦଣ୍ଡିବା
ଦଣ୍ଡିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦଣ୍ଡିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦଣ୍ଡଧାତୁ) ସମ୍ପାଦନା
- ୧. ଦଣ୍ଡ ଦେବା — ୧. To punish.
ଦଣ୍ଡି ବା ଶକ୍ତି ଯାଇ ଥାଇ ସେ ପୁଣି କ୍ଷମା ଆଚରଇ ଜଗନ୍ନାଥ. ଭାଗବତ
- ୨. ବଳି ପଡ଼ିବା —୨. To exceed; to excel.
କନକ ଗିରିଶୃଙ୍ଗ ଶୋଭାକୁ ଦଣ୍ଡୁଛି କୃଷ୍ନସିଂହ. ମହାଭାରତ. ସଭା