ଦଣ୍ଡିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଣ୍ଡିକ) ସମ୍ପାଦନା

୧. ଯେଉଁ କର୍ମଚାରୀ ହାଟରେ ପଣ୍ୟବିକ୍ରେତାମାନଙ୍କଠାରୁ ଶୁଳ୍କ ବା ତୋଳା ଆଦାୟ କରେ —୧. The official who realises rates or tax from stall-keepers or venders in a market.
୨. ପଣ୍ୟ ଦ୍ରବ୍ୟାଦି ତଉଳିବା ବ୍ୟକ୍ତି — ୨. Weighman.
୩. ଦଣ୍ଡିଦାର; ଯେ ପଣ୍ୟ ବିକ୍ରେତାଙ୍କଠାରୁ ପଣ୍ୟଦ୍ରବ୍ୟ ମାନ ଓଜନ କରି କିଣି ନେଇ ମହାଜନମାନଙ୍କୁ ବିକି ଦିଏ ଓ ଏଥିପାଇଁ ପାଉସେରୀ ପାଏ; ଦଲାଲ — ୩. A broker or middleman who purchases merchandise or grains from vendors and sell them to wholesale merchants or getting a commissions.
(ଦଣ୍ଡେଇ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି) ସମ୍ପାଦନା

କଳିହୁଡ଼ା (ପୁରୁଷ) — Quarrelsome (man).