ଦଣ୍ଡି
ଦଣ୍ଡି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ)
ସମ୍ପାଦନା- ୧. ନାକ ପୁଡ଼ାର ମଧ୍ୟବର୍ତ୍ତୀ ସ୍ଥଳ; ନାକଦଣ୍ଡି —୧. The middle wall dividing the two nostrils.
- ୨. ନାକଦଣ୍ଡିରେ ପିନ୍ଧାଯିବା ଅଳଙ୍କାରବିଶେଷ — ୨. A nose-ring worn in a hole made on the wall between the two nostrills.
- ୩. ତୁଳାଦଣ୍ଡ; କଣ୍ଟା —୩. The yard or pole of a balance; scale-beam.
- ୪. ଗିନା ଆଦିକୁ ଧରିବା ନିମନ୍ତେ ସେଥିରେ ଲାଗିଥିବା ନାସୀ —୪. Handle of a cup or jug (Howells).
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
ସମ୍ପାଦନାକାଶ ତୃଣ (ଦେଖ) - Kāṡa tṛuṇa (See)