ଦଣ୍ଡା ମୁଠା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡାମୁଠି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶଗଡ଼ର ଦଣ୍ଡାର ପଛଭାଗ ଯାହାକୁ ମୁଠାଦ୍ୱାରା ଧରି ଶଗଡ଼ର ଗତିକୁ ନିଯନ୍ତ୍ରିତ କରାଯାଏ — The handle of the poles of a cart (at the back) by holding which the motion of the cart is directed.