ଦଣ୍ଡା ଭଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ପଡ଼ିଆ, ଗୋଚର ଓ ଶ୍ମଶାନ ଆଦି ଭାଙ୍ଗି ଯେ ଚାଷ କରେ —Reclaiming a waste or village common.

ପରସ୍ତ୍ରିରୀ ହରଣ ଯେ ଦଣ୍ଡା ଭଙ୍ଗା ଚାଷୀ ପ୍ରାଚୀ ଶ୍ରୀ ଗୁରୁଭକ୍ତି ଗିତା

ବିଶେଷ୍ୟ - ସମ୍ପାଦନା

ପଡ଼ିଆ ବା ଦଣ୍ଡାକୁ କୃଷିଯୋଗ୍ୟ ଜମିରେ ପରିଣତ କରିବା —Reclamation of waste land.