ଦଣ୍ଡା ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଚାଲୁଥିବା ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା ସକାଶେ ଶଗଡ଼ର ପଛ ଭାଗରେ ଥିବା ଦଣ୍ଡାର ମୁଠିରେ ହାତ ପକାଇବା —To hold the handles of the cart-poles in order to direct the movement of a cart from behind.