ଦଣ୍ଡା ଦଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ - ଓ ବିଶେଷ୍ୟ - (ବହୁବ୍ରୀହି; ଦଣ୍ଡ+ଦଣ୍ଡ+ଇ; ବ୍ୟତିହାର) ସମ୍ପାଦନା

ଠେଙ୍ଗାଦ୍ୱାରା ପରସ୍ପର ମାଡ଼ ମରାମରି ହୋଇ (ଯେଉଁ ଯୁଦ୍ଧ କରାଯାଏ); ଲାଠାଲାଠି; ଠେଙ୍ଗା ଠେଙ୍ଗି; ବାଡ଼ିଆବାଡ଼ି — A fight with sticks; mutual dealing of blows with sticks.