ଦଣ୍ଡାୟମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡାୟମାନା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦଣ୍ଡାୟ ଧାତୁ+କତ୍ତୃ. ଆନ) ସମ୍ପାଦନା

ସିଧା ହୋଇ ଠିଆ ହୋଇ ଥିବା — Standing upright; standing erect.

[ ଦ୍ର—'ଦଣ୍ଡବତ୍' ଶବ୍ଦର ସଂସ୍କୃତ ଅର୍ଥ ଭୂମିରେ ଦଣ୍ଡ ବା ଯଷ୍ଟିପରି ଲମ୍ୱ ହୋଇ ଶୋଇ ଦଣ୍ଡବତ୍ ପ୍ରଣାମ କରିବା;'ଦଣ୍ଡାୟ—ମାନର' ଅର୍ଥ ଠେଙ୍ଗା ପରି ଗୋଡ଼ରେ ସିଧା ଠିଆ ହେବା]