ଦଣ୍ଡାହତ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ତୃତୀୟା ତତ୍; ଦଣ୍ଡ+ଆହତ)

ସମ୍ପାଦନା

ଠେଙ୍ଗାଦ୍ୱାରା ତାଡ଼ିତ —Beaten with lathi.

ବିଶେଷ୍ୟ -

ସମ୍ପାଦନା

ଘୋଳଦହି — Churned curd; butter milk.