ଦଣ୍ଡାର୍ତ୍ତ
ଦଣ୍ଡାର୍ତ୍ତ
ଉଚ୍ଚାରଣ
ସମ୍ପାଦନା(ଦଣ୍ଡାର୍ତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ଦଣ୍ଡ+ଆର୍ତ୍ତ)
ସମ୍ପାଦନା- ୧. ଦଣ୍ଡଦ୍ୱାରା ଉତ୍ପୀଡ଼ୀତ ବା ଜର୍ଜରିତ — ୧. Overpowered with punishment.
- ୨. ଠେଙ୍ଗା ମାଡ଼ଦ୍ୱାରା ଜର୍ଜରିତ — ୨. Overpowered with blows by lāṭhis.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଚମ୍ପାନଦୀ ତୀରସ୍ଥ ତାର୍ଥବିଶେଷ —A place of pilgrimage on the Champa river.