ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦଣ୍ଡାର
ଭାଷା
ଦେଖିବେ
ସମ୍ପାଦନା
ଦଣ୍ଡାର
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Daṇḍāra
ଆଇ.ପି.ଏ.
— dˈʌnɖaɾˌɔ
ସଂସ୍କୃତ - ବିଶେଷ୍ୟ - (ଦଣ୍ଡ+ଋ ଧାତୁ=ଗମନ କରିବା+କତ୍ତୃ. ଅ)
ସମ୍ପାଦନା
୧. ଦଣ୍ଡାଥିବା ଶଗଡ଼ —୧. A car with poles.
୨. କୁମ୍ଭାଉ ଚକ —୨. A potter's wheel.
୩. ଧନୁ —୩. A bow.
୪. ମତ୍ତ ହସ୍ତୀ —୪. A must or restive elephant.