ଦଣ୍ଡାପୂପ ନ୍ୟାୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦଣ୍ଡ+ଅପୂପ=ପିଠା+ନ୍ୟାୟ) ସମ୍ପାଦନା

ଗୋଟିଏ ପିଠାକୁ ଖଣ୍ଡିଏ ଦଣ୍ଡ ବା ବାଡ଼ିର ଫୋଡ଼ି ରଖିଥିବା ଅବସ୍ଥାରେ ମୂଷା ଆସି ସେ ବାଡ଼ିର ଅଗରୁ ବିୟଦଂଶ ଦନ୍ତଦ୍ୱାରା ଖଣ୍ଡିଆ କରିଥିବାରୁ ଗୃହସ୍ଥ ବାଡ଼ି ଅଗରେ ମୂଷାର ଦନ୍ତକ୍ଷତ ଚିହ୍ନ ଦେଖି ସ୍ଥିର କରେ ଯେ ମୂଷା ଯେତେବେଳେ ବାଡ଼ି ପରି ଟାଣୁଆ ପଦାର୍ଥର କିୟଦଂଶ ଖାଇଛି ସେତେବେଳେ ସେ ନିଶ୍ଚୟ କୋମଳ ପିଠାକୁ ଖାଇଥିବ ଏଥିରେ ସନ୍ଦେହ ନାହିଁ

ଏହିପରି କୌଁସି ଦୁସ୍କର କାର୍ଯ୍ୟର ସିଦ୍ଧିରୁ କୌଣସି ସ୍ୱକର କାର୍ଯ୍ୟର ସିଦ୍ଧି ବିଷୟ ଅନୁମାନ କରିବା ସ୍ଥଳରେ ଏହି ନ୍ୟାୟ ପ୍ରଯୁକ୍ତ ହୁଏ —An argument based on the deduction of the greater possibility having occured, when a thing of lesser magnitude is found to have happened owing to the same cause.