ଦଣ୍ଡାଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଂ. (ଦଣ୍ଡ+ ଧୃ ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

ନୃପତି; ରାଜା —୧. King (holder of the sceptre.

୨. (ଯେ ପାପୀଙ୍କୁ ଶାସନ କରିବା ପାଇଁ ଦଣ୍ଡଧାରଣ କରନ୍ତି) ଯମ —୨. J̄ama, the God of death.


୩. (ଯେ ଚକ୍ର ଘୂରାଇବା ପାଇଁ ଦଣ୍ଡ ଧରେ) କୁମ୍ଭକାର; କୁମ୍ଭାର —୩. A potter.
୪. ଯେ ଦଣ୍ଡ ଦିଏ —୪. Punisher.
୫. ରାଜନିଯୁକ୍ତ ବିଚାରପତି — ୫. Judge; magistrate.
୬. ରାଜାଜ୍ଞାରେ ଅପରାଧୀକୁ ଦଣ୍ଡ ଦେବା ନିମନ୍ତେ ବେକ୍ରଧାରୀ (ଭୃତ୍ୟ) —୬. A servant carrying a rod for punishing a criminal; lictor.

ବିଶେଷଣ - ସମ୍ପାଦନା

୧. ଯଷ୍ଟିଧାରୀ —୧. Holding a staff or rod.
୨. ରାଜଦଣ୍ଡ ଧାରଣକାରୀ — ୨. Wielding the sceptre.