ଦଣ୍ଡାଜ୍ଞା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦଣ୍ଡ+ଆଜ୍ଞା) ସମ୍ପାଦନା

ଅପରାଧୀର ଦଣ୍ଡ ନିମନ୍ତେ ବିଚାରପତିଙ୍କ ପ୍ରଦତ୍ତ ହୁକୁମ —Judicial sentence passed on an accused; order of conviction.