ଦଣ୍ଡାଜିନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. ପ୍ରତାରଣା; କପଟବେଶ — Fraud; cheating; false garb.
୨. ସନ୍ୟାସୀଙ୍କ ବ୍ୟବହୃତ ଦଣ୍ଡ ଓ ମୃଗ ବା ବ୍ୟାଘ୍ରଛାଲ — ୨. The staff and hide used by an ascetic.