ଦଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ) ସମ୍ପାଦନା

୧. ଶଗଡ଼ର ଲମ୍ୱ ଦଣ୍ଡଦ୍ୱୟ — ୧. The two long side-pieces of a bullock- cart; the poles of a cart.
୨. ଯଷ୍ଟି; ଠେଙ୍ଗା; ଲମ୍ୱା ବାଡ଼ି — ୨. A long stick; a lathi; a pole; a mace.
୩. ପଡ଼ିଆ; ପତିତ ଭୂମି —୩. Waste land.

ଡେଇଁ ଘର ଗ୍ରାମ ନଦୀ ପୋଖରୀ ତୋଟା ପାଟ ଦଣ୍ଡା ହେଉ ତୁ ପାରି ନନ୍ଦକିଶୋର. ନିର୍ଝରିଣୀ

୪. ଗୋଚର ପଡ଼ିଆ —୪. Pasture for the cattle of the village public; common grazing field.
୫. ଗ୍ରାମର ରାସ୍ତା —୫. A village road.
୬. ବ୍ୟାୟାମ; ଦଣ୍ଡ ଭାଙ୍ଗିବା —୬. An athletic exercise consisting of alternately lying prostrate and raising one's with the help of the hands.
୭. ଆଖୁଗଛର ପତ୍ରଶୂନ୍ୟ ଲମ୍ୱ ଡାଙ୍ଗ ବା ଛଡ଼ — ୭. A leafless stem of sugarcane.

ଦେଖ ସୁନ୍ଦର ଏ ଉଚ୍ଚ ନାକ ଦଣ୍ଡାକାର ପ୍ରାୟେ ସଳଖ ନନ୍ଦକିଶୋର. ନିର୍ଝରିଣୀ

୮. ଦାଣ୍ଡି ଅର୍ଥାତ୍ ଲମ୍ୱା ସିଧା ବାଟ — ୮. A long straight road.

(ଯଥା—ବଣରେ ହାତୀଙ୍କ ଦଣ୍ଡା ପଡ଼ିଛି)

୯. ଗୋଦଣ୍ଡା; ଗୋରୁମାନଙ୍କ ଯାତାୟତ କରିବା ସକାଶେ ଗ୍ରାମରୁ ଗ୍ରାମାନ୍ତରକୁ ପଡ଼ିଥିବା ରାସ୍ତା — ୯. A road for cattle; cattle-track.

ବିଶେଷଣ - ସମ୍ପାଦନା

୧. ଦଣ୍ଡ ପରି ଲମ୍ୱ —୧. Long like a bamboo.

ଦ୍ୱିଜଙ୍କ ସଙ୍ଗେ ଧର୍ମବ୍ୟାଧ ତାଙ୍କୁ ଦେଖି ଦଣ୍ଡା ହୋଇ ଶୋଇ ପଡ଼ିଲେ ନୋହି ଦୁଃଖୀ କୃଷ୍ନସିଂହ. ମହାଭାରତ. ବନ

୨. ବାଉଁଶ ଦଣ୍ଡ ପରି ଭୂମିରେ ଲମ୍ୱ ହୋଇ ପତିତ — ୨. Lying prostrate on the ground like a bamboo pole.

(ଯଥା—ତୋତେ ମାଡ଼ରେ ଦଣ୍ଡା କରି ଦେବି)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଶଗଡ଼ର ଗୁଳା; ଶଗଡ଼ ଚକଦ୍ୱାରା ଭୂମିରେ ଚିହ୍ନିତ ରାସ୍ତା —Cart-track; rut.