ଦଣ୍ଡମୁଣ୍ଡ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡମୁଣ୍ଡଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ନାନାପ୍ରକାର ଦଣ୍ଡଦେବା — ୧. To inflict various punishments.
୨. ଦଣ୍ଡଦେବା ଓ ପୁରସ୍କାର ଦେବା — ୨. To mete out punishment and reward.