ଦଣ୍ଡବତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡବାନ୍—ପୁଂ; ଦଣ୍ଡବତୀ—ସ୍ତ୍ରୀ) 

ସଂସ୍କୃତ - ଅ. (ଦଣ୍ଡ=ଯଷ୍ଟି+ ସାଦୃଶ୍ୟାର୍ଥେ ବତ୍) ସମ୍ପାଦନା

ଯଷ୍ଟି ପରି ସିଧା ଭାବରେ — Prostrate like a stick.

ବିଶେଷ୍ୟ - ସମ୍ପାଦନା

୧. ଦଣ୍ଡବତ (ଦେଖ) - —୧. Daṇḍabata (See)
୨. (ଦଣ୍ଡ+ ଅଛି ଅର୍ଥେ. ବତ୍)—ଦଣ୍ଡୀ; ସନ୍ନ୍ୟାସୀ — ୨. A class of anchorites holding the sacred staff.

=== ସଂସ୍କୃତ - ବିଶେଷଣ -

(ଶବ୍ଦ) ଯଷ୍ଟିଧାରୀ —Carrying a stick; armed with a stick.