ଦଣ୍ଡବତ୍
ଦଣ୍ଡବତ୍
ଉଚ୍ଚାରଣ
ସମ୍ପାଦନା(ଦଣ୍ଡବାନ୍—ପୁଂ; ଦଣ୍ଡବତୀ—ସ୍ତ୍ରୀ)
ସଂସ୍କୃତ - ଅ. (ଦଣ୍ଡ=ଯଷ୍ଟି+ ସାଦୃଶ୍ୟାର୍ଥେ ବତ୍)
ସମ୍ପାଦନାଯଷ୍ଟି ପରି ସିଧା ଭାବରେ — Prostrate like a stick.
ବିଶେଷ୍ୟ -
ସମ୍ପାଦନା- ୧. ଦଣ୍ଡବତ (ଦେଖ) - —୧. Daṇḍabata (See)
- ୨. (ଦଣ୍ଡ+ ଅଛି ଅର୍ଥେ. ବତ୍)—ଦଣ୍ଡୀ; ସନ୍ନ୍ୟାସୀ — ୨. A class of anchorites holding the sacred staff.
=== ସଂସ୍କୃତ - ବିଶେଷଣ -
(ଶବ୍ଦ) ଯଷ୍ଟିଧାରୀ —Carrying a stick; armed with a stick.