ଦଣ୍ଡପାଶୀ
ଦଣ୍ଡପାଶୀ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ+ ପାଶ୍; ଲୋକକୁ ଦଣ୍ତଦେବା ପାଇଁ ଯାହାଙ୍କଠାରେ ଦଣ୍ତ ଓ ପାଶ ଥାଏ)
ସମ୍ପାଦନା- ୧. ରାଜା ୧. King.
- ୨. ଯେଉଁ ବ୍ୟକ୍ତି ଲୋକକୁ ବାନ୍ଧି ବାଡ଼େଇବା ପାଇଁ ଠେଙ୍ଗା ଓ ଫାଶ ଧରିଥାଏ —୨. A person carrying a stick and noose to punish people.
ବାସ ପବନ ଦଣ୍ଡପାଶୀ ବଳେ ହରଇ ବୋଲି ଦୋଷୀ ଭଞ୍ଜ. ବୈଦେହୀଶବିଳାସ)