ଦଣ୍ଡପାଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ+ ପାଶ୍; ଲୋକକୁ ଦଣ୍ତଦେବା ପାଇଁ ଯାହାଙ୍କଠାରେ ଦଣ୍ତ ଓ ପାଶ ଥାଏ) ସମ୍ପାଦନା

୧. ରାଜା ୧. King.
୨. ଯେଉଁ ବ୍ୟକ୍ତି ଲୋକକୁ ବାନ୍ଧି ବାଡ଼େଇବା ପାଇଁ ଠେଙ୍ଗା ଓ ଫାଶ ଧରିଥାଏ —୨. A person carrying a stick and noose to punish people.

ବାସ ପବନ ଦଣ୍ଡପାଶୀ ବଳେ ହରଇ ବୋଲି ଦୋଷୀ ଭଞ୍ଜ. ବୈଦେହୀଶବିଳାସ)