ଦଣ୍ଡପାଳକ
ଦଣ୍ଡପାଳକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦଣ୍ଡପାଳକ
|
ସଂସ୍କୃତ - ବିଶେଷଣ - (ଦଣ୍ଡ+ ପାଳକ=ରକ୍ଷକ)
ସମ୍ପାଦନା- ୧. ଧର୍ମାଧିକରଣିକ; ବିଚାରପତି —୧. Judge.
- ୨. ଦୈବାରିକ; ଦ୍ୱାରୀ; ଦ୍ୱାର ରକ୍ଷକ — ୨. A door-keeper; a watchman.
ବିଶେଷ୍ୟ -
ସମ୍ପାଦନା- ୧. ଦଣ୍ଡିପୋହଳା ମାଛ; କାଠିପୋହଳା ମାଛ — ୧. A kind of fresh water fish.
[ ଦ୍ର—ଏମାନେ ଲମ୍ୱରେ ୫/୭: ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି]
- ୨. ଦଣ୍ଡକିରି ମାଛ —୨. A kind of fry fish; Perilampus; Lambuca.