ଦଣ୍ଡପାଳକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଦଣ୍ଡ+ ପାଳକ=ରକ୍ଷକ) ସମ୍ପାଦନା

୧. ଧର୍ମାଧିକରଣିକ; ବିଚାରପତି —୧. Judge.
୨. ଦୈବାରିକ; ଦ୍ୱାରୀ; ଦ୍ୱାର ରକ୍ଷକ — ୨. A door-keeper; a watchman.

ବିଶେଷ୍ୟ - ସମ୍ପାଦନା

୧. ଦଣ୍ଡିପୋହଳା ମାଛ; କାଠିପୋହଳା ମାଛ — ୧. A kind of fresh water fish.

[ ଦ୍ର—ଏମାନେ ଲମ୍ୱରେ ୫/୭: ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି]

୨. ଦଣ୍ଡକିରି ମାଛ —୨. A kind of fry fish; Perilampus; Lambuca.