ଦଣ୍ଡନୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ଦଣ୍ଡ୍ ଧାତୁ+ କର୍ମ. ଅନୀୟ) ସମ୍ପାଦନା

ଦଣ୍ଡ ପାଇବାର ଉପଯୁକ୍ତ; ଦଣ୍ଡାର୍ହ —Punishable; fit to be punished; deserving punishment; liable to punishment.