(ଦଣ୍ଡଧାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଦଣ୍ଡ+ ଧୃ ଧାତୁ+ କର୍ତ୍ତୃ. ଇନ୍)
ସମ୍ପାଦନା
ଯେ ଯଷ୍ଟି ଧାରଣ କରି ଥାଏ —Holding a staff.
- ୧. ଦଣ୍ଡୀ; ସନ୍ନ୍ୟାସୀ — ୧. An anchorite carring a staff.
- ୨. ରାଜା —୨. King.
ୟେରୂପେ ସନମାନ କରି; ଛାମୁରେ ଉଭା ଦଣ୍ଡଧାରୀ ଭୂପତି, ପ୍ରେମପଞ୍ଚାମୃତ