ଦଣ୍ଡଧାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଣ୍ଡଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଦଣ୍ଡ+ ଧୃ ଧାତୁ+ କର୍ତ୍ତୃ. ଇନ୍) ସମ୍ପାଦନା

ଯେ ଯଷ୍ଟି ଧାରଣ କରି ଥାଏ —Holding a staff.

ବିଶେଷ୍ୟ - ସମ୍ପାଦନା

୧. ଦଣ୍ଡୀ; ସନ୍ନ୍ୟାସୀ — ୧. An anchorite carring a staff.
୨. ରାଜା —୨. King.

ୟେରୂପେ ସନମାନ କରି; ଛାମୁରେ ଉଭା ଦଣ୍ଡଧାରୀ ଭୂପତି, ପ୍ରେମପଞ୍ଚାମୃତ