ଦଣ୍ଡକିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦଣ୍ଡକେରି, ଦଣ୍ଡଖିରିଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡିକ; ଦଣ୍ଡକ) ସମ୍ପାଦନା

ଏକପ୍ରକାର ଅତି ଛୋଟ ମାଛ —A very small fresh water fish; a sort of fry; minnow; Perilampus Laubuca.

[ ଦ୍ର—ଏ ମାଛ ଲମ୍ୱରେ ୧ଠାରୁ ୨ ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି ମୁଣ୍ଡ ଚେପଟା, ଏମାନଙ୍କ କାନ୍ଧର ପକ୍ଷି ଉପରେ ଗୋଟିଏ କଳା ଦାଗ ଥାଏ ଏମାନଙ୍କର କାତି ଅଛି ଓ ଏମାନେ ମଧୁର ପାଣିରେ ଦଳ ଦଳ ହୋଇ ରହନ୍ତି ]