ଦଣ୍ଡକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଦାକ୍ଷିଣାତ୍ୟର ଅରଣ୍ୟବିଶେଷ — ୧. The Daṇḍakā forest (in the Deccan).

[ ଦ୍ର—ଏହା ପୂର୍ବେ ଦଣ୍ଡକ ନୃପତିଙ୍କ ଦେଶ ଥିଲା ଗୁରୁଙ୍କ ଶାପରେ ଏହା ଅରଣ୍ୟରେ ପରିଣତ ହେଲା ଏହା ବିନ୍ଧ୍ୟ ପର୍ବତ— ଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତି ଥିଲା ଏଠାରେ ରାମଚନ୍ଦ୍ର ବହୁଦିନ ବନବାସ କରିଥିଲେ ଓ ବିରାଧ ଇତ୍ୟାଦି ଅସୁରଙ୍କୁ ବଧ କରିଥିଲେ ରାମାୟଣର ଦଣ୍ଡକାରଣ୍ୟ ଉତ୍କଳଦେଶରୁ ଆରମ୍ଭ ହୋଇ ଦାକ୍ଷିଣାତ୍ୟ ଆଡ଼କୁ ବ୍ୟାପିଥିଲା (କପାସିନ୍ଧୁ ଇତିହାସ) ]

୨. ଦେଶବିଦେଶ —୨. The name of a country.
୩. ଜନସ୍ଥାନନାମକ ପ୍ରଦେଶ —୩. The province of janasthāna.

ଦେଶଜ - ବି—(ବଣିଆ ଶବ୍ଦ) ସମ୍ପାଦନା

ଗୋଲାପ୍ପାସ୍ଇ ଉପରିଭାଗସ୍ଥ ନଳ — The tube of a rose-water sprinkler.