ଦଣ୍ଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ ଦଣ୍ଠା(ଣ୍ଠେ)ଇବା—ଅନ୍ୟରୂପ ]

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡ) ସମ୍ପାଦନା

୧. କୌଣସି ବ୍ୟକ୍ତିକୁ ବେକାବୁ କରିବା; ନାକାନ୍ତ କରିବା —୧. To overpower a person.
୨. କୌଣସି ବ୍ୟକ୍ତିକୁ କିଂକର୍ତ୍ତବ୍ୟ— ବିମୂଢ଼ କରିବା —୨. To corner a person; to reduce a person to straits or helplessness.
୩. ହେମତ୍ ଦେବା —୩. To encourage a person.
୪. ଶଗଡ଼ ଦଣ୍ଡାର ଅଗକୁ ଧରି ପଛ ଆଡ଼ୁ ଶଗଡ଼ର ଗତିକୁ ନିୟତ୍ରିତ କରିବା —୪. To direct the movement of a cart by holding the ends of the poles from behind.
୫. ଉତ୍ତେଜିତ କରିବା —୫. To instigate a person; to incite.